ହେଲୋ ଫ୍ରୀଏଣ୍ଡ୍ସ ଆଜି ଆପଣଙ୍କ ମାନଙ୍କୁ online ରୁ ଆପଣ ମାନେ କେମିତି ପଇସା କମାଇ ପାରିବେ ଦୁଇଟି ଜବରଦସ୍ତ ତାରିକ ଆଣିଛି ଯାହା ଆପଣ ମାନେ ଦୁଇଟି ତରିକା ରେ କମ କରିବେ ତ ଆପଣ ଙ୍କ ପକେଟ ମାନି ଆରାମ ରେ ରଖି ପାରିବେ.
ପ୍ରଥମ ତରିକା :-
Youtube ରେ ଆପଣ ମାନେ ନିଜ ପସନ୍ଦ ର ଭିଡିଓ ଉପଲୋଡ କରି ଆପଣ ମାନେ ମାସକୁ 20,000 ଟଙ୍କା ଆରାମ ରେ ରୋଜଗାର କରି ପାରିବେ ଓ ଆପଣ ବହୁତ ଜଲ୍ଦି ଫେମସ ହେଇପାରିବେ ଆପଣ ଙ୍କ ଟଇଲେଣ୍ଟ କୁ ଆପଣ ମାନେ Youtube ଭିଡିଓ ବନାକର ଉପଲୋଡ କରନ୍ତୁ.
ଦ୍ୱିତୀୟ ତରିକା :-
Blogger ବି ଏମିତି youtube ଏକ ସାଇଟ ଆପଣ ମାନେ youtube ଭିଡିଓ ଉପଲୋଡ ଓ blogger ରେ ଲେଖିକି ଉପଲୋଡ କରିବେ ଆପଣ ମାନେ youtube ରୁ ବି ଅଧିକ ପଇସା କମାଇ ପାରିବେ blogger ରୁ ଏହି ଥିଲା ଦୁଇଟି ସହଯ ତରିକା ଯାହା ଠାରୁ ଆପଣ ମାନେ ବେଶ ଭଲ ଇନକାମ କରିପାରିବେ.
ଅଧିକ ଯାନକାରି ପାଇ କମେଣ୍ଟ କରିନ୍ତୁ.
Online ରୁ ପଇସା କମାଇବା ପାଇଁ ବେଷ୍ଟ ଜବରଦସ୍ତ ତରିକା ?
Reviewed by By. Lingaraj rana
on
April 21, 2019
Rating:
Reviewed by By. Lingaraj rana
on
April 21, 2019
Rating:

No comments: