ଓଡିଶା ର(10th) ମେଟ୍ରିକ result date ଆସି ଯାଇଛି.....???

ଆପଣ ମାନଙ୍କ ର ଅପେକ୍ଷା ଶେଷ  ହୋଇଛି  କାରଣ :- ମେଟ୍ରିକ result କେବେ ଆସିବ ବୋଲି ଆପଣ ମାନେ ବହୁତ  ଚିନ୍ତିତ ଅଛନ୍ତି. କିନ୍ତୁ ଆପଣଙ୍କ ଅପେକ୍ଷା ର ଫଲ ଆସିଯାଇଛି.

ଫ୍ରୀଏଣ୍ଡ୍ସ  ବହୁତ ଦିନ ହେଲା ମେଟ୍ରିକ result ର ତାରିଖ  ଦିନ ପରେ ଦିନ ତାରିଖ  ବାଡ଼ିଚାଲିଛି କିନ୍ତୁ ଆଜି ଆପଣ ମାନଙ୍କୁ ଫାଇନାଳ ମେଟ୍ରିକ result ର ତାରିଖ  ଆପଣ ମାନଙ୍କୁ କହିବି କେଉଁ ତାରିଖ ରେ ଆସିବ ଓ କେଉଁ site ରେ ଆପଣ ମାନେ ଦେଖି ପାରିବେ.
  ଦେଖନ୍ତୁ ଆପଣ ପାଇଁ କିଛି ଉପଡେଟ :-


   May 20 ତାରିଖ ରେ ଆସିବ ମେଟ୍ରିକ result ବାହାରିବ ଓ କେଉଁ site ରେ ଆପଣ ମାନେ result ମେଟ୍ରିକ ଦେଖି ପାରିବେ.

Google.com ଯାଇ ଆପଣ ମାନେ ଓପେନ କରନ୍ତୁ ଓ ସାରିବା ପରେ ଲେଖନ୍ତୁ http://bseorissa.nic.in ଓ ସମ୍ବିତ କରନ୍ତୁ ପ୍ରଥମେ ଯେଉଁଠି http://bseorissa.nic.in
ଲେଖା ଯାଇଛି ସେଇଟି ଓପେନ କରନ୍ତୁ  roll no ଓ date of bart ଦେଇ ଆପଣ ମାନେ ନିଜର result ଦେଖିପାରିବେ..
 Video:-




ଓଡିଶା ର(10th) ମେଟ୍ରିକ result date ଆସି ଯାଇଛି.....??? ଓଡିଶା ର(10th) ମେଟ୍ରିକ result date ଆସି ଯାଇଛି.....??? Reviewed by By. Lingaraj rana on May 17, 2019 Rating: 5

No comments:

Powered by Blogger.