ଓଡିଶା ମାଟ୍ରିକ ପରୀକ୍ଷା ଫଳ ଆଜି ବାହାରିବ କି ..???


ଓଡିଶା ମାଟ୍ରିକ ପରୀକ୍ଷା ଫଳ ଆଜି ବାହାରିବ କି ..???  ଆଜି ଆସିବ ନି ତ କେବେ ଆସିବ ଜାଣି ନିଅନ୍ତୁ ଓ କେତେ ତାରିଖ ରେ....... ??? 

ହେଲୋ ଫ୍ରେଣ୍ଡ ଆପଣ ମାନେ ଯଦି ମେଟ୍ରିକ ପଡ଼ୁଛନ୍ତି ତ ଆଜି ହେଉଛି 7/may /2019 ଆଜି ଓଡିଶା ମେଟ୍ରିକ ଫଳ ବାହାରିବାର ଥିଲା ହେଲେ ଏତେ ସମୟ ହେଲା ମେଟ୍ରିକ ଫଳ ଇଣ୍ଟରନେଟ publish ହେଇନି କେବେ ବାହାରିବ କେଉଁ ତାରିଖ ଆସିବ......?

ମେଟ୍ରିକ ଫଳ କୌଣସି ଅସୁବିଧା ଓଡିଶା ରେ 5 ଦିନ  ଧରି କୌଣସି ପରୀକ୍ଷା, କୌଣସି Result ଆସି ପାରିବନି ଆପଣ ଯଦି ମେଟ୍ରିକ Result ଦେଖିବାକୁ ଚାହୁଁଛନ୍ତି ତ ପାଞ୍ଜ ଦିନ ଛାଡି ବାହାରି ପରେ.
28 ତାରିଖ ଭିତରେ ବାହାରି ପରେ
Techodishajob. Com

ଯଦି ଆପଣodishaResult.Com ଓପେନ କରିବେ ତ କୌଣସି ଉତ୍ତର ଦେବ ନାହିଁ. କାରଣ ଓଡିଶା ରେ 5 ଦିନ ଧରି କୌଣସି result ବାହାରି ବନି.

ମେଟ୍ରିକ Result କେମିତି ଦେଖିବେ... ଜାଣି ନିଅନ୍ତୁ :-

ଆପଣ ପାଇଁ ଏକ ଲିଙ୍କ ତଳେ ଦିଆଯାଇଛି ଆପଣ ସେଇ ଲିଙ୍କ ରେ କ୍ଲିକ କଲେ ଆପଣ official side ପାହଞ୍ଜି ଯିବେ ସେଇଟି ଆପଣ ନାମ ଓ (Roll no ) ଦେଇକି ଆପଣଙ୍କର ମେଟ୍ରିକ Result   ଦେଖି ପାରିବେ. 
Techodishajob. Com

ଲିଙ୍କ:-http://bseorissa.nic.in
        odisharesult.com


ଓଡିଶା ମାଟ୍ରିକ ପରୀକ୍ଷା ଫଳ ଆଜି ବାହାରିବ କି ..??? ଓଡିଶା ମାଟ୍ରିକ ପରୀକ୍ଷା ଫଳ ଆଜି ବାହାରିବ କି ..??? Reviewed by By. Lingaraj rana on May 06, 2019 Rating: 5

No comments:

Powered by Blogger.